ଓଡିଶାରେ ଉଚ୍ଚଶିକ୍ଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଅଭାବ : ନିରଜଂନ ପଟ୍ଟନାୟକ

14

ଭୁବନେଶ୍ୱର :ଓଡିଶାରେ ଉଚ୍ଚଶିକ୍ଷାର ପରିସ୍ଥିତି ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଏହି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଜଂନ ପଟ୍ଟନାୟକ । ନିକଟରେ କେନ୍ଦ୍ର ମାନବସମ୍ବଳ ବିଭାଗ ପକ୍ଷରୁ  ଜାରି ହୋଇଥିବା ଦେଶର ୧୦୦ ଟି ବିଶ୍ୱବିଦ୍ୟାଳୟର ମାନ୍ୟତାରେ ରାଜ୍ୟର କୈାଣସି ଗୋଟିଏ ବି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହିଁ । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା, ଭିତିଭୂମିର ଅଭାବ ଯୋଗୁଁ ଏଭଳି ହୋଇଛି । ..