କ୍ୟାମେରାରେ ଚୋର ! ପଲକ ପଡିବା କ୍ଷଣି ଗାଡିରୁ ୧୦ ଲକ୍ଷ ଝାମ୍ପି ନେଲେ ଲୁଟେରା

59

କନକ ବ୍ୟୁରୋ : ପେଟ୍ରୋଲ୍ ପମ୍ପରୁ ଟଙ୍କା ଲୁଟ୍ ଘଟଣା ଯେପରି ନିତିଦିନିଆ ପାଲଟି ଗଲାଣି । ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଲୁଟ୍ ଖବର ମିଳୁଛି । ଆଜି ପିପିଲି-ନିମାପଡା ମୁଖ୍ୟ ରାସ୍ତାର ଏକ ପେଟ୍ରୋଲ୍ ପମ୍ପରୁ ୧୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ଦୁଇ ଜଣ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଛନ୍ତି । ଆଉ ଏସବୁ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।

ଦେଖନ୍ତୁ କେମିତି ଥିଲା ପୁରା ଅପରେସନ୍  :