କୁହୁଡି ନେଲା ଜୀବନ ! ଟ୍ରକକୁ ପିଟିଲା ଅଟୋ ୧ମୃତ, ୬ଗୁରୁତର

51

କନକ ବ୍ୟୁରୋ: କୁହୁଡି ନେଲା ଜୀବନ । ମାଘ ସପ୍ତମୀରେ କୋଣାର୍କ ଚନ୍ଦ୍ରଭାଗାରୁ ବୁଡ ପକାଇ ଫେରିବା ବେଳେ ନିମାପଡା ଏକମଣାରେ ଦୁର୍ଘଟଣା ଘଟିଛି । ଏସମସ୍ତ ଭୁବନେଶ୍ୱର ବରମୁଣ୍ଡା ଅଂଚଳର ।

ତେବେ ଏହି ଶ୍ରଦ୍ଧାଳୁ ମାନେ ଅଟୋରେ ଫେରୁଥିବା ବେଳେ ନିମାପଡା ଏକମଣା ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଅଟୋଟି ଧକ୍କା ଦେଇଥିଲା ।

ଦେଖନ୍ତୁ ଏହି ଭିଡିଓ :