ରାଜନଗର ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବିଶ୍ୱାଳ ଆହତ । ସଞ୍ଜୟ ଗୋଡରେ ବାଜିଛି ଗୁଳି, ରାଜନଗର ମେଡିକାଲରେ ଭର୍ତି । ସଞ୍ଜୟ ନାମରେ ରହିଛି ୧୦ରୁ ଅଧିକ ମାମଲା

29