ପାର୍ଲାମେଂଟରେ ଉଠିଲା ଓଡିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

28

ପାର୍ଲାମେଂଟରେ ଉଠିଲା ଓଡିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବା ଓଡିଶାକୁ ଅନୁଦାନ ଦେବାରେ ମୋଦି ସରକାର ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି । ଏମିତିକି ଫାଇଲିନ୍ ସହାୟତାରେ ବି କେନ୍ଦ୍ର ସରକାର କାଂଟଛାଂଟ କରିଥିବା ଲୋକସଭାରେ  କହିଛନ୍ତି ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ ।