କଟକ ମାଲଗୋଦାମ ଥାନା ଭିତରେ ଅଜଗର : ୮ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

34

କଟକ ବ୍ୟୁରୋ , କନକ ନ୍ୟୁଜ୍ : କଟକ ମାଲଗୋଦାମ ଥାନା ଭିତରେ ଅଜଗର । ଆଜି ସକାଳୁ ସକାଳୁ  ୮ ଫୁଟ ଲମ୍ବର ଅଜଗର ମାଲଗୋଦାମ ଥାନା ଭିତରେ ଦେଖିବାକୁ ମିଳିଥିଲା । ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଥାନା ପକ୍ଷରୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ଘଟଣା ସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଛି ।